ସ୍ୱାଧୀନତା ଦିବସ ପରେଡ ସ୍ଥାନ ବଦଳିପାରେ

ସ୍ୱାଧୀନତା ଦିବସ ପରେଡ ସ୍ଥାନ ବଦଳିପାରେ

ସ୍ୱାଧୀନତା ଦିବସ ପରେଡ ସ୍ଥାନ ବଦଳିପାରେ
ଭୁବନେଶ୍ୱର: ସ୍ୱାଧୀନତା ଦିବସ ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ପରେଡ ସ୍ଥାନ ବଦଳିପାରେ ବୋଲି ଜଣାଯାଇଛି । ବିକଳ୍ପଭାବେ ପୁଲିସ ଡିଜି ରାଜେନ୍ଦ୍ର ଶର୍ମା ୩ଟି ସ୍ଥାନ ପରିଦର୍ଶନ କରୁଛନ୍ତି । ପ୍ରଦର୍ଶନୀ ପଡ଼ିଆ, ଜନତା ମଇଦାନ ଓ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରୁଛନ୍ତି ପୁଲିସ ଡିଜି । ଡିଜିପିଙ୍କ ସହ ପୁଲିସ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି ।