ବଦଳିଲେ ଦୁଇ ବ୍ଲକ୍ ସଭାପତି

ବଦଳିରେ ଦୁଇ ବ୍ଲକ୍ ସଭାପତି

ବଦଳିଲେ ଦୁଇ ବ୍ଲକ୍ ସଭାପତି

କଟକ: କଟକ ଜ଼ିଲ୍ଲା କଂଗ୍ରେସ କମିଟିର ସଭାପତି ମାନସ ରଞ୍ଜନ ଚୌଧୁରୀ ଙ୍କ ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ଅନୁମୋଦନରେ କଟକ ଜିଲ୍ଲା ର କଣ୍ଟାପଡା ଓ ଆଠଗଡ଼ (NAC) ବ୍ଲକ କଂଗ୍ରେସ ର ସଭାପତି ମନୋନୀତ କରାଯାଇଛି । କଣ୍ଟାପଡା ବ୍ଲକ୍ ରୁ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ବେହେରା ଙ୍କୁ ସଭାପତି ଦାଇତ୍ଵ ମିଳିଥିବା ବେଳେ ଆଠଗଡ଼ (NAC) ରୁ ମାନସ ରଞ୍ଜନ ପଟ୍ଟନାୟକ ଙ୍କୁ ସଭାପତି ଦାଇତ୍ଵ ମିଳିଛି ।