ପେନସିଲ୍‌ ଗାଁ କେଉଁଠି?

ପେନସିଲ୍‌ ଗାଁ କେଉଁଠି?

କାଶ୍ମିରର ପୁଲୱାମା ଜିଲ୍ଲାରେ ଏପରି ଏକ ଗାଁ ଅଛି ଯାହାକୁ କୁହାଯାଏ ପେନସିଲ୍‌ ଗାଁ । ଏହାର ନାଁ ହେଉଛି ଉଖୁ । ଏଠାରୁୁ ୯୦ପ୍ରତିଶତ ପେନ୍ସିଲ୍‌ ସ୍ଲଟ୍‌ ସାରା ଭାରତରେ ପିଲାମାନେ ବ୍ୟବହାର କରୁଛନ୍ତି । ବର୍ତ୍ତମାନ ଏହି ଗ୍ରାମରୁ ପେନସିଲ ତିଆରି ହୋଇ ସମଗ୍‌ର ଦେଶକୁ ପଠାଯାଉଛି । ପେନସିଲର ଉଦ୍ଭାବନ ୧୬ଶତାବ୍ଦୀରୁ ଆରମ୍ଭ ହୋଇଥିଲା ଓ ୧୯୫୮ପରଠୁ ଦେବଦାରୁ ଗଛ କାଠରେ ପେନ୍ସିଲ୍‌ ତିଆରି ହେଲା । ପରେ ଲୋକମାନେ ପୋଲର ଗଛ ବ୍ୟବହାର କରି ବା ଆରମ୍ଭ କରିଥିଲେ । ବଡକଥା ହେଉଛି ପେନସିଲ୍‌ ପ୍ରସ୍ତୁତ ପାଇଁ ୯୦ପ୍ରତିଶତ ଏହିଠାରୁ ହିଁ ସପ୍ଲାଏ ହେଉଛି ।