ଅଖିଳେଶ ଯାଦବଙ୍କ ଅଗ୍ନିଭିର ପ୍ରସଙ୍ଗ

ଅଖିଳେଶ ଯାଦବଙ୍କ ଅଗ୍ନିଭିର ପ୍ରସଙ୍ଗ

ଅଖିଳେଶ ଯାଦବଙ୍କ  ଅଗ୍ନିଭିର ପ୍ରସଙ୍ଗ
ଅଖିଳେଶ ଯାଦବଙ୍କ ଅଗ୍ନିଭିର ପ୍ରସଙ୍ଗ

ମଙ୍ଗବାର ଅଖିଳେଶ ଯାଦବଙ୍କ  ଅଗ୍ନିଭିର ପ୍ରସଙ୍ଗ ସଂସଦରେ ବଜେଟ୍ ଉପରେ ଆଲୋଚନା ବେଳେ ଅଗ୍ନିଭିର ପ୍ରସଙ୍ଗ ଉଠାଇଥିଲେ । ଅଖିଳେଶ କହିଥିଲେ ଯେ ବିଜେପି ସରକାର ନିଜେ ଏହି ଯୋଜନାକୁ ପସନ୍ଦ କରନ୍ତି ନାହିଁ, ତେଣୁ ସେମାନେ ନିଜ ରାଜ୍ୟ ସରକାରଙ୍କୁ ଅଗ୍ନିଭିରଙ୍କୁ ଚାକିରି କୋଟା ଦେବାକୁ ଘୋଷଣା କରୁଛନ୍ତି । ସାଂସଦ ଅଖିଳେଶ ଯାଦବ ୟୁପି ପାଇଁ କୃଷି ବଜେଟ୍, କୃଷକ ଏବଂ ଅଗ୍ନିବୀର ଯୋଜନାବିଷୟକୁ ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । 

ଖାଲି ସେତିକି ନୁହେଁ ଏହି ଅଧିବେଶନର ଅଗ୍ନିଭିର ଯୋଜନାରେ ବିତର୍କର ଶେଷରେ ବିଜେପି ସାଂସଦ ରବି ଶଙ୍କର ପ୍ରସାଦ ଉଠି ନିଜର ମନ୍ତବ୍ୟ ଦେଇ କହିଥିଲେ, “ଅଖିଳେଶ ଜୀ,ଆପଣ ବହୁତ ଭଲ ଭାଷଣ ଦେଇଛନ୍ତି,  ଦୟାକରି ଆପଣଙ୍କ ଖକ୍ଟଚ କୁ ମଧ୍ୟ ଶିଖାନ୍ତୁ ।

ଏଥିରୁ ସ୍ପଷ୍ଟ କି ସରକାରଙ୍କୁ ରାହୁଲଙ୍କ କଟାକ୍ଷ ଭାରିବାଧୁଛି । ଏଥିସହିତ ସରକାରଙ୍କ ନେତାଙ୍କୁ ମଧ୍ୟ ବିରୋଧୀଙ୍କ ତର୍କ ଏବଂ ବିଷୟ ପସନ୍ଦ ଆସୁଛି । କିନ୍ତୁ ବୋଧୂଏ, କାହା ଚାପରେ ସମର୍ଥନ କରିବା ସମ୍ଭବ ହେଉ ନାହିଁ । ଯଦିଓ ଏ କଥା ସଂସଦରେ ଅନେକ ଥର ରାହୁଲ କହିସାରିଛନ୍ତି ।