କଳା ପୋଷାକ
ବନେଶ୍ୱର : ରାତିରେ ଖରାପ କଳା ପୋଷାକ ବହୁଲୋକଙ୍କୁ କଳା ପୋଷାକ ପସନ୍ଦ । ହିନ୍ଦୁ ଶାସ୍ତ୍ର ଅନୁସାରେ କୈାଣସି ବ୍ୟକ୍ତିଙ୍କୁ ରାତିରେ କଳା ପୋଷାକ ପିନ୍ଧିବା ଉଚିତ୍ ନୁହେଁ । କାରଣ କଳାରଙ୍ଗ ନକାରାତ୍ମକ ପ୍ରତୀକ । ରାତି ସମୟ ନକାରାତ୍ମକ ଶକ୍ତିର ସମୟ ।
ରାତିରେ କଳା ପୋଷାକ ପିନ୍ଧି ବୁଲିଲେ ନକାରାତ୍ମକ ଶକ୍ତିର ବଶବର୍ତୀ ଖୁବ୍ ଶ୍ରୀଘ୍ର ହୋଇଥାଏ । ଏହା ଦ୍ୱାରା ବ୍ୟକ୍ତି ବିଭିନ୍ନ ଚିନ୍ତାରେ ରହିବା ସହ ସବୁବେଳେ ଅବସାଦରେ ବି ରହେ । ବାସ୍ତୁଦୋଷ ଉପନ୍ନ ହୁଏ । ଏହା ଦ୍ୱାରା ଘରେ ଆର୍ଥକ ସମସ୍ୟା ଓ ପରିବାର ମଧ୍ୟରେ କଳିଝଗଡ଼ା ଲାଗି ରହେ ।