କାଦୁଅରେ ଚଲେଇଲେ ଅଫିସରଙ୍କୁ

କାଦୁଅରେ ଚଲେଇଲେ ଅଫିସରଙ୍କୁ

ବିପର୍ଯ୍ୟସ୍ତ ରାସ୍ତା ପାଇଁ ରାସ୍ତା ଅବରୋଧ କଲେ ଛାତ୍ରଛାତ୍ରୀ ଛାତ୍ରଛାତ୍ରୀ ମାନେ ରାସ୍ତା ଉପରେ ବସିରହିବା ଫଳରେ ଉଭୟ ପଟେ ଶତାଧିକ ଗାଡ଼ି ଅଟକି ରହିଛି। ବାରଙ୍ଗ ତ୍ରିଶୁଳିଆ ରାସ୍ତା ଫୁଲପୋଖରୀ ଠାରେ ରାସ୍ତା ଅବରୋଧ ଜାରି ରହିଛି। ଫୁଲପୋଖରୀ ହାଇସ୍କୁଲ କୁ ଯିବା ପାଇଁ ଏକ ମାତ୍ର ରାସ୍ତା ପାଣିକାଦୁଅ ରେ ଭର୍ତି ହୋଇଯିବା ଫଳରେ ରାସ୍ତାରେ ଛାତ୍ରଛାତ୍ରୀ ମାନେ ଯାତାୟାତ କରିବା ଅସମ୍ଭବ ହୋଇ ପଡିଛି। ସ୍କୁଲ୍ ରେ ତାଲା ପକାଇ ରାସ୍ତା ଉପରେ ବସିଛନ୍ତି ଛାତ୍ରଛାତ୍ରୀ ।