ସୋସିଆଲ ସାଇଟର ଲୋକପ୍ରିୟତା

ସୋସିଆଲ ସାଇଟର ଲୋକପ୍ରିୟତା

ସୋସିଆଲ ସାଇଟର ଲୋକପ୍ରିୟତା
ସର୍ବକ୍ଷଣ ଅନୁସାରେ ବିଶ୍ୱସ୍ତରରେ ପ୍ରତି ୧୯ ମିନିଟରେ ୨ ଲକ୍ଷରୁ ଅଧିକ ବିଭିନ୍ନ ସୋସିଆଲ ସାଇଟର ବ୍ୟବହାର କରୁଛନ୍ତି । ଫେସବୁକ ନିକଟରେ ଦେଇଥିବା ଏକ ତଥ୍ୟ ଅନୁସାରେ ୪୭% ବୟସ୍କ ବର୍ଗ ନିୟମିତ ଏଥିରେ ସକ୍ରିୟ ରହୁଛନ୍ତି । ସେମାନଙ୍କ ସମୟ ଅତିବାହିତର ମୁଖ୍ୟ କାମ ହେଲା ସୋସିଆଲ ସାଇଟରେ ସକ୍ରିୟ ରହିବ । ଯୁବପିଢି ମଧ୍ୟ ମଉଜ ପାଇଁ ଏହାର ଉପଯୋଗ କରୁଛି । ଅନ୍ୟଥା କର୍ମଜୀବୀ ଲୋକେ ସୋସିଆଲ ସାଇଟ ସହାୟତା ପାଉଥିବାର ପ୍ରକାଶ । ସୋସିଆଲ ସାଇଟ ସହାୟତାରେ ଏବେ ଲୋକ ଘରେ ବସି ବ୍ୟବସାୟ ଆରମ୍ଭ କଲେଣି । ଏଥିରୁ ମଧ୍ୟ ସେମାନେ ଖୁବ ଲାଭବାନ ହେଉଥିବାର ଦେଖାଯାଉଛି । ବିଜ୍ଞ ବ୍ୟକ୍ତିଙ୍କ ମତରେ ସଠିକ ଭାବେ ଏହାର ଉପଯୋଗ କଲେ କୌଣସି ଅସୁବିଧା ହୋଇନଥାଏ ।