ନିର୍ଭୟା ଦୋଷୀଙ୍କ କଡା ବୟାନ ।

ନିର୍ଭୟା ଦୋଷୀଙ୍କ କଡା ବୟାନ ।

ନିର୍ଭୟା ଦୋଷୀଙ୍କ କଡା ବୟାନ ।
ଯଦି ଆମକୁ ଫାଶୀ ଦେଇଦେଲେ ଦେଶରେ ଦୁଷ୍କର୍ମ ଅଟକି ଯିବ, ତା’ହେଲେ ଫାଶୀରେ ଝୁଲାଇ ଦିଆଯାଉ । କିନ୍ତୁ ଏହି ଦୁଷ୍କର୍ମଜନିତ ଘଟଣା କମିବ ନାହିଁ । ଏହି ବୟାନ ଦେଇଛି ନିର୍ଭୟା ମାମଲାର ଜଣେ ଦୋଷୀ ବିନୟ । ଆଉ ଗୋଟିଏ ଦିନ ପରେ ଫାଶୀ ଦିଆଯିବ । ଫାଶୀରେ ଝୁଲାଇବା ପାଇଁ ଜେଲ ନମ୍ବର ୩କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଡ୍ୟୁଟି ମାର୍ଚ୍ଚ ୨୦ ଯାଏଁ ସେଠାରେ ରହିବ । ବୁଧବାର ଫାଶୀ ରିଅରସେଲ କରାଯାଇଥିଲା । ଆସନ୍ତାକାଲି ସକାଳ ୫ଟା ୩୦ରେ ୪ଜଣଙ୍କୁ ଫାଶୀ ଦିଆଯିବ ।