କଟକର ଦୁର୍ଦ୍ଦାନ୍ତ ଅପରାଧୀ ଉସମାନ ଖାନକୁ ତଡିପାର ପାଇଁ ନୋଟିସ ଜାରି

କଟକର ଦୁର୍ଦ୍ଦାନ୍ତ ଅପରାଧୀ ଉସମାନ ଖାନକୁ ତଡିପାର ପାଇଁ ନୋଟିସ ଜାରି କରିଛି କମିଶନରେଟ ପୋଲିସ। ତା ନାଁରେ କଟକର ବିଭିନ୍ନ ଥାନାରେ ଚଉଦଟି ଅପରାଧିକ ମାମଲା ରହିଛି। ହେଲେ ସେ ପୁଲିସ ଆଖିରେ ଧୂଳି ଦେଇ ଅନେକ ଦିନ ହେବ ଫେରାର ରହିଛି। କଟକ ସହରକୁ ଅପରାଧ ମୁକ୍ତ କରିବା ଲକ୍ଷ୍ୟରେ କମିଶନରେଟ ପୁଲିସ ଏଭଳି ଆକ୍ସନ ନେଇଛି। ଉସମାନ ଖାଁ ହେଉଛି ଭେଟେରାନ୍ ଅପରାଧୀ ବାବା ଖାଁଙ୍କ ପୁତୁରା