ଅଙ୍ଗନୱାଡି କେନ୍ଦ୍ରରେ ନିଆଁ

ଅଙ୍ଗନୱାଡି କେନ୍ଦ୍ରରେ ନିଆଁ

ଅଙ୍ଗନୱାଡି କେନ୍ଦ୍ରରେ ନିଆଁ
ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବିଦେଇପୁର ପଚାଂୟତ ଅନ୍ତର୍ଗତ ମହାଳିକ ସାହି ଅଙ୍ଗନୱାଡି କେନ୍ଦ୍ରରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବହୁ ଆସବାବ ପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ନିଆଁ ଲାଗିବା ପରେ ଅଙ୍ଗବାଡ଼ି ପ୍ରାୟ ୧୨ ଜଣ ଶିଶୁ କୌଣସି ଜୀବନ ହାନି ହୋଇନଥିବା ଜଣାପଡ଼ିଛି। ଘଟଣାରୁ ଜଣାପଡୁଛି ଯେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ବେଳେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗିଯାଇଥିଲା ଯାହାକି ଏହି ଅଘଟଣ ଘଟିଛି ।