ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ

ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ
ନୂଆଦିଲ୍ଲୀ: ଅର୍ଥନୀତିରେ ୩ଜଣ ପାଇବେ ନୋବେଲ ପୁରସ୍କାର । ଏମାନଙ୍କ ମଧ୍ୟରେ ଅଭିଜିତ ରହିଛନ୍ତି। ଅଭିଜିତଙ୍କ ବ୍ୟତୀତ ଏଷ୍ଟର ଡୁଫ୍ଲୋ ଓ ଏବଂ ମାଇକେଲ କ୍ରେମର ମଧ୍ୟ ଅର୍ଥନୀତିରେ ନୋବେଲ ପାଇବେ। ଏଷ୍ଟର ଡୁଫ୍ଲୋ ହେଉଛନ୍ତି ଅଭିଜିତଙ୍କ ପତ୍ନୀ। ବିଶ୍ୱରୁ ଦାରଦ୍ର୍ୟ ଦୂରୀକରଣ କରିବାକୁ କରୁଥିବା ଲଢ଼େଇ ପାଇଁ ଏମାନଙ୍କୁ ଏହି ସମ୍ମାନଜନକ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି।