ଆଜି ଓଡିଶା ଆସୁଛନ୍ତି କେ ଶିବନ

ଆଜି ଓଡିଶା ଆସୁଛନ୍ତି କେ ଶିବନ

ଆଜି ଓଡିଶା ଆସୁଛନ୍ତି କେ ଶିବନ
ଭୁବନେଶ୍ୱର: ଆଜି ଓଡିଶା ଆସୁଛନ୍ତି ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ ଶିବନ । ଭୁବନେଶ୍ୱର ଆଇଆଇଟି ଅଷ୍ଟମ ସମାବର୍ତନ ଉତ୍ସବରେ ଯୋଗ ଦେବେ । ଦିନ ୧୧ଟାରେ ଜଟଣୀର ଅରୁଗୁଳ ସ୍ଥିତ କ୍ୟାମ୍ପସରେ ଦେବେ ଯୋଗ । ମୁଖ୍ୟ ଅତିଥି ଭାବେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ ।