ଆଦର୍ଶ ଆଚରଣ ବିଧି ଉଠାଯାଉ : ନବୀନ

ଆଦର୍ଶ ଆଚରଣ ବିଧି ଉଠାଯାଉ : ନବୀନ

ଆଦର୍ଶ ଆଚରଣ ବିଧି ଉଠାଯାଉ : ନବୀନ
ନୂଆଦିଲ୍ଲୀ : ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭେଟିବା ପରେ ମୁଖ୍ୟମନ୍ତ୍ରୀଙ୍କ କହିଛନ୍ତି ପାଟକୁରା ନିର୍ବାଚନା ଘୁଂଚାଇବା ପାଇଁ ଇସିଆଇଙ୍କୁ ଅନୁରୋଧ କରିଛି । କାରଣ ବାତ୍ୟା ଫୋନି ଯୋଗୁଁ କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଫୋନିକୁ ଦୃଷ୍ଟିରେ ନିର୍ବାଚନ ତାରିଖ ଘୁଂଚାଯାଉ ବୋଲି କହିଛନ୍ତି । ବିପର୍ଯ୍ୟୟ ପରିଚାଳନା କରିବାରେ ଏମସିସି ପ୍ରତିବନ୍ଧକ କରୁଛି ତେଣୁ ଉପକୂଳ ଜିଲ୍ଲାମାନଙ୍କରୁ ଏମସିସି ହଟାଯାଉ ବୋଲି ନବୀନ କହିଛନ୍ତି । ଆଦର୍ଶ ଆଚରଣ ବିଧି ଉଠାଇବାକୁ ନିବେଦନ କରିଛନ୍ତି । ଏନେଇ ନିର୍ବାଚନ କମିଶନ ଗୁରୁତ୍ୱର ସହ ବିଚାର କରିବେ ବୋଲି କହିଛନ୍ତି ।