ଇଂଜିନିୟରିଂ ପିଲାଙ୍କ ହଷ୍ଟେଲ ଫି ଛାଡ

ଇଂଜିନିୟରିଂ ପିଲାଙ୍କ ହଷ୍ଟେଲ ଫି ଛାଡ

ଇଂଜିନିୟରିଂ ପିଲାଙ୍କ ହଷ୍ଟେଲ ଫି ଛାଡ
ଭୁବନେଶ୍ୱର: ଇଂଜିନିୟରି ପିଲାଙ୍କ ପାଇଁ ଖୁସି ଖବର । ଇଞ୍ଜିନିୟରିଂ ଓ ପଲିଟେକନିକ୍ ପିଲାଙ୍କ ହଷ୍ଟେଲ ଫି ଛାଡ କରାଯାଇଛି । କରୋନ ପାଇଁ ହଷ୍ଟେଲ ବନ୍ଦ ଥିବାରୁ ଫି ଛାଡ କଲେ ରାଜ୍ୟ ସରକାର । ୨୦୨୦ ଏପ୍ରିଲରୁ ୨୦୨୦ ଡିସେମ୍ବର ଯାଏ ହଷ୍ଟେଲ ବନ୍ଦ ରହିଥିଲା । ପ୍ରାୟ ୧୭୦୧୨ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି ଛାଡ ଘୋଷଣା କରାଯାଇଛି । ୧୭୦୧୨ ଛାତ୍ରଛାତ୍ରୀଙ୍କ ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କା ଫି ଛାଡ କରାଯାଇଛି । ହଷ୍ଟେଲ ଫି ଛାଡ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।