ଋିୟାଙ୍କୁ ସମୟ ଦେଲାନି ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ

ଋିୟାଙ୍କୁ ସମୟ ଦେଲାନି ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ

ଋିୟାଙ୍କୁ ସମୟ ଦେଲାନି ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ
ନୂଆଦିଲ୍ଲୀ/ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ରିୟାଙ୍କୁ ହାଜର ହେବା ପାଇଁ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଥିବା ବେଳେ ସେ ଆଶ୍ୱସ୍ତି ଦାବି କରିଥିଲେ । ସର୍ବୋଚ୍ଚ କୋର୍ଟରେ ମାମଲାର ଶୁଣାଣି ପରେ ହାଜର ହେବା ପାଇଁ ରିୟା ସମୟ ମାଗିଥିଲେ । ତେବେ ଇଡି ପକ୍ଷରୁ ଏହାକୁ ଖାରଜ କରାଯିବା ସହିତ ୧୧.୩୦ ମିନିଟ୍ ସମୟରେ ହାଜର ହେବାକୁ କୁହାଯାଇଛି । ଯଦି ଏହାକୁ ଅମାନ୍ୟ କରାଯାଏ ତେବେ ରିୟାଙ୍କ ନାମରେ ଆଉ ଏକ ସମନ ଜାରି କରାଯିବ ବୋଲି କୁହାଯାଇଛି । ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ ହୋଇଥିବା ୧୫ କୋଟିର ଦେଣ ନେଣ ଉପରେ ଆସିଥିବା ଅଭିଯୋଗର ବିଚାର ପାଇଁ ଏହି ମାମଲା ରୁଜୁ କରାଯାଇଛି ।