ଓଡ଼ିଶା : କିଏ କେଉଁଠି କେତେ ଭୋଟରେ ଆଗୁଆ

ଓଡ଼ିଶା : କିଏ କେଉଁଠି କେତେ ଭୋଟରେ ଆଗୁଆ

ଓଡ଼ିଶା : କିଏ କେଉଁଠି କେତେ ଭୋଟରେ ଆଗୁଆ
ଭୁବନେଶ୍ୱର : ନିର୍ବାଚନ କମିଶନଙ୍କ ତଥ୍ୟ ଆଧାରରେ ଓଡ଼ିଶା ବିଧାନସଭା ନିର୍ବାଚନରେ କେଉଁ ଦଳର କେଉଁ ନେତା କେତେ ଭୋଟରେ ଆଗୁଆ ରହିଛନ୍ତି ସେସମ୍ପର୍କରେ ଜାଣନ୍ତୁ । ନିଆଳି-ପ୍ରମୋଦ ମଲ୍ଲୀକ(ବିଜେଡି) ମାହାଙ୍ଗା-ପ୍ରତାପ ଜେନା(ବିଜେଡି) ମାଲକାନଗିରି-ମୁକୁନ୍ଦ ସୋଡି(ବିଜେଡି) ହିଞ୍ଜିଳିକାଟୁ - ନବୀନ ପଟ୍ଟନାୟକ(ବିଜେଡ଼ି) ମୋହନା -ଦଶରଥ ଗମାଙ୍ଗ(କଂଗ୍ରେସ) ଜୟଦେବ -ଅରବିନ୍ଦ ଢାଲି(ବିଜେଡି) ମୋରଡା-କୃଷ୍ଣଚନ୍ଦ୍ର ମହାପାତ୍ର(ବିଜେପି) ବଣାଇ-ଲକ୍ଷ୍ମଣ ମୁଣ୍ଡା(ସିପିଏମ) ବୌଦ୍ଧ-ସୁଶାନ୍ତ ପ୍ରଧାନ(ବିଜେପି) ବ୍ରହ୍ମପୁର-ବିକ୍ରମ ପଣ୍ଡା(ବିଜେଡି) ଖଡିଆଳ-ଲମ୍ବୋଦର ନିଆଲ(ବିଜେଡି) ଖୋର୍ଦ୍ଧା-ଜ୍ୟୋତିରିନ୍ଦ୍ର ନାଥ ମିତ୍ର କୋରେଇ-ଅଶୋକ ବଳ(ବିଜେଡି) କୋଟପାଡ-ପଦ୍ମିନୀ ଦିଆନ୍(ବିଜେଡି) କୁଚିଣ୍ଡା- କିଶୋର ନାୟକ(ବିଜେଡି) ଲୋଇସିଂହା- ମୁକେଶ ମହାଲିଙ୍ଗ ଭଦ୍ରକ- ସଞ୍ଜିବ ମଲ୍ଲୀକ ଚିକିଟି- ଉଷା ଦେବୀ(ବିଜେଡି) ଚିଲିକା-ପ୍ରଶାନ୍ତ ଜଗଦେବ(ବିଜେଡି) ଚିତ୍ରକୋଣ୍ଡା-ଲକ୍ଷ୍ମୀପ୍ରିୟା ନାୟକ(କଂଗ୍ରେସ) ଚୌଦ୍ୱାର କଟକ- ସୌଭିକ ବିଶ୍ୱାଳ(ବିଜେଡି) କଟକ ସଦର- ଚନ୍ଦ୍ର ସାରଥି ବେହେରା(ବିଜେଡି) ଡାବୁଗାଁ-ମନୋହର ରନ୍ଧାରୀ(ବିଜେଡି) ଦଶପଲ୍ଲା-ରମେଶ ବେହେରା( ବିଜେଡି) ଦେବଗଡ-ରୋମାଂଚ ରଂଜନ ବିଶ୍ୱାଳ( ବିଜେଡି) ଧାମନଗର-ବିଷ୍ଣୁ ସେଠୀ(ବିଜେପି) ଧର୍ମଶାଳା- ପ୍ରଣବ ବଳବନ୍ତରାୟ(ବିଜେଡି) ଢେଙ୍କାନାଳ-ସୁଧିର ସାମଲ(ବିଜେଡି) ଦିଗପହଣ୍ଡି-ସୂର୍ଯ୍ୟ ପାତ୍ର(ବିଜେଡି) ଜି.ଉଦୟଗିରି- ସାଲୁଗା ପ୍ରଧାନ(ବିଜେଡି) ଘସିପୁରା- ବଦ୍ରିନାରାୟଣ ପାତ୍ର(ବିଜେଡି) ଗୋପାଳପୁର-ପ୍ରଦୀପ ପାଣିଗ୍ରାହୀ(ବିଜେଡି) ଅନୁଗୁଳ-ରଜନୀକାନ୍ତ ସିଂହ(ବିଜେଡି) ଆସ୍କା-ମଂଜୁଳା ସ୍ୱାଇଁ (ବିଜେଡି) ଆଠଗଡ-ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ବିଜେଡି) ଆଠମଲ୍ଲୀକ-ରମେଶ ସାଏ(ବିଜେଡି) ଅତାବିରା-ସ୍ନେହାଙ୍ଗିନୀ ଛୁରିଆ(ବିଜେଡି) ଆଳି- ପ୍ରତାପ ଦେବ (ବିଜେଡି) ବଡସାହି-ସନାତନ ବିଜୁଳି(ବିଜେପି) ବାଲେଶ୍ୱର-ମଦନ ଦତ(ବିଜେପି) ବାରବାଟୀ କଟକ- ମହମ୍ମଦ ମୋକିମ(କଂଗ୍ରେସ) ବଡଚଣା-ଅମର ନାୟକ(ବିଜେପି) ବଡମ୍ବା-ଦେବୀ ମିଶ୍ର(ବିଜେଡି) ବାରିପଦା-ପ୍ରକାଶ ସୋରେନ( ବିଜେପ) ବେଗୁନିଆ-ରାଜେନ୍ଦ୍ର ସାହୁ(ବିଜେଡି) ଭଣ୍ଡାରୀପୋଖରୀ- ପ୍ରଫୁଲ୍ଲ ସାମଳ(ବିଜେଡି) ଭଂଜନଗର-ବିକ୍ରମ ଆରୁଖ(ବିଜେଡି) ଭଟଲୀ-ସୁଶାନ୍ତ ସିଂହ(ବିଜେଡି) ଭବାନୀପାଟଣା- ପଦୀପ୍ତ ନାୟକ(ବିଜେପି) ଭୋଗରାଇ-ଅନନ୍ତ ଦାସ(ବିଜେଡି) ଭୁବନେଶ୍ୱର ମଧ୍ୟ-ଅନନ୍ତ ନାରାୟଣ ଜେନା(ବିଜେଡି) ଭୁବନେଶ୍ୱର ଉତର- ସୁଶାନ୍ତ ରାଉତ(ବିଜେଡି) ବିଜେପୁର- ନବୀନ ପଟ୍ଟନାୟକ( ବିଜେଡି) ବିଂଝାପୁର-ପ୍ରମିଳା ମଲ୍ଲିକ(ବିଜେଡି) ବୀରମିତ୍ରପୁର- ଶଙ୍କର ଓରାମ( ବିଜେପି) ବୀରମହାରାଜପୁର-ରଘୁନାଥ ଜଗଦଳା(ବିଜେପି) ବିଷମ କଟକ-ଜଗନ୍ନାଥ ସାରକା(ବିଜେଡି) ବଲାଙ୍ଗିର- ନରସିଂହ ମିଶ୍ର(କଂଗ୍ରେସ) ବ୍ରହ୍ମଗିରି-ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର(ବିଜେପି) ବ୍ରଜରାଜନଗର-କିଶୋର ମହାନ୍ତି(ବିଜେଡି) ଚମ୍ପୁଆ-ମିନାକ୍ଷୀ ମହାନ୍ତ(ବିଜେଡି) ଚାନ୍ଦବାଲି-ବ୍ୟୋମକେଶ ରାୟ(ବିଜେଡି) ଛତ୍ରପୁର-ସୁବାସ ବେହେରା(ବିଜେଡି) ନୀଳଗିରି-ସୁକାନ୍ତ ନାୟକ(ବିଜେପି) ପାଲଲହଡା-ମୁକେଶ ପାଲ(ବିଜେଡି) ପାରାଦୀପ-ସମ୍ବିତ ରାଉତରାୟ(ବିଜେଡି) ପାରଳାଖେମୁଣ୍ଡି-କେ. ନାରାୟଣ ରାଓ(ବିଜେପି) ପର୍ଜଙ୍ଗ-ବିଭୂତି ପ୍ରଧାନ(ବିଜେପି) ପାଟଣା-ଜଗନ୍ନାଥ ନାୟକ(ବିଜେଡି) ପାଟଣାଗଡ-ସରୋଜ ମେହେର(ବିଜେଡି) ଫୁଲବାଣୀ-ଅଙ୍ଗଦ କହଁର(ବିଜେଡି) ପିପିଲି-ପ୍ରଦୀପ ମହାରଥୀ(ବିଜେଡି) ପୋଲସରା-ଶ୍ରକାନ୍ତ ସାହୁ(ବିଜେଡି) ସାଲେପୁର-ପ୍ରଶାନ୍ତ ବେହେରା(ବିଜେଡି) ପଟାଙ୍ଗି-ପ୍ରୀତମ ପାଢୀ(ବିଜେଡି) ପୁରୀ-ମହେଶ୍ୱର ମହାନ୍ତି(ବିଜେଡି) ରାଜନଗର-ଧ୍ରୁବ ସାହୁ(ବିଜେଡି) ରାଜଗାଙ୍ଗପୁର-ମଙ୍ଗଳା କିଶାନ (ବିଜେଡି) ରଣପୁର-ସୁରମା ପାଢୀ(ବିଜେପି) ରାୟଗଡା-ଲାଲବିହାରୀ ହିମିରିକା(ବିଜେଡି) ରେଢାଖୋଲ-ରୋହିତ ପୂଜାରୀ(ବିଜେଡି) ରେମୁଣା-ସୁଧାଂଶୁ ପରିଡା(ବିଜେଡି) ରେଙ୍ଗାଲି -ନାଉରୀ ନାୟକ(ବିଜେପି) ରାଉରକେଲା-ସାରଦା ନାୟକ(ବିଜେଡି) ସମ୍ବଲପୁର-ରାସେଶ୍ୱରୀ ପାଣିଗ୍ରାହୀ(ବିଜେଡି) ସାନଖେମୁଣ୍ଡି-ରମେଶ ଜେନା(କଂଗ୍ରେସ) ସାରସକଣା-ମହେଶ ହେମ୍ବ୍ରମ( ଜେଏମଏମ) ସତ୍ୟବାଦୀ-ଉମାକାନ୍ତ ସାମନ୍ତରାୟ(ବିଜେଡି) ସିମୁଳିଆ-ଜ୍ୟୋତି ପ୍ରକାଶ ପାଣିଗ୍ରାହୀ(ବିଜେଡି) ସୋନପୁର-ନିରଂଜନ ପୂଜାରୀ(ବିଜେଡି) ସୋର-ସୁରେନ୍ଦ୍ର ପରମାଣିକ(କଂଗ୍ରେସ) ସୁକିନ୍ଦା-ପ୍ରୀତିରଂଜନ ଘଡାଇ(ବିଜେଡି) ସୁନ୍ଦରଗଡ-କୁସୁମ ଟେଟେ(ବିଜେପି) ତଳସରା-ଭବାନୀ ଭୋଇ (ବିଜେପି) ତେଲକୋଇ-ପ୍ରେମାନନ୍ଦ ନାୟକ(ବିଜେଡି) ଉଦଳା-ଶ୍ରୀନାଥ ସୋରେନ(ବିଜେଡି) ଉମରକୋଟ-ନିତ୍ୟାନନ୍ଦ ଗଣ୍ଡ(ବିଜେପି) ଆନନ୍ଦପୁର-ଭାଗିରଥୀ ସେଠୀ(ବିଜେଡି) ଜଟଣୀ-ସୁରେଶ ରାଉତରାୟ(କଂଗ୍ରେସ) ଝାରସୁକୁଡା- ନବ ଦାସ(ବିଜେଡି) ଜୁନାଗଡ-ଦିବ୍ୟଶଙ୍କର ମିଶ୍ର(ବିଜେଡି) କବିସୂର୍ଯ୍ୟନଗର-ଲତିକା ପ୍ରଧାନ(ବିଜେଡି) କାକଟପୁର-ତୁଷାରକାନ୍ତି ବେହେରା(ବିଜେଡି) କାମାକ୍ଷନଗର-ପ୍ରଫୁଲ୍ଲ ମଲ୍ଲିକ(ବିଜେଡି) କଂଟାବାଂଜି-ସନ୍ତୋଷ ସିଂ ସାଲୁଜା(କଂଗ୍ରେସ) କେନ୍ଦ୍ରାପଡା-ଶଶିଭୂଷଣ ବେହେରା(ବିଜେଡି) କେନ୍ଦୁଝର-ମାଧବ ସର୍ଦ୍ଦାର(ବିଜେଡି) ଖଲିକୋଟ-କେଏସ ବୈଦ୍ୟ (ବିଜେଡି) ଖଣ୍ଡପଡା-ସୌମ୍ୟରଂଜନ ପଟ୍ଟନାୟକ (ବିଜେଡି) ଖଡିଆଳ-ଲମ୍ବୋଦର ନିଆଲ (ବିଜେଡି) ମହାକାଳପଡା-ଅତନୁ ସବ୍ୟସାଚୀ ନାୟକ(ବିଜେଡି) ନର୍ଲା-ଭୂପିନ୍ଦର ସିଂ (ବିଜେଡି) କଂଟାମାଳ-କହ୍ନେଇ ଡାଙ୍ଗ (ବିଜେପି) କରଞ୍ଜିଆ-ବାସନ୍ତୀ ହେମ୍ବ୍ରମ(ବିଜେଡି) କୋରାପୁଟ-କୃଷ୍ଣଚନ୍ଦ୍ର କୁଲଦୀପ(କଂଗ୍ରେସ) ଲକ୍ଷ୍ମୀପୁର-ପ୍ରଭୁ ଜାନୀ (ବିଜେଡି) ମୋରଡା-ରାଜକିଶୋର ଦାସ (ବିଜେଡି) ନବରଙ୍ଗପୁର- ସଦାଶିବ ପ୍ରଧାନୀ (ବିଜେଡି) ନୂଆପଡା-ରଜେନ୍ଦ୍ର ଢୋଲକିଆ (ବିଜେଡି) ପଦ୍ମପୁର-ବିଜୟ ରଂଜନ ସିଂବରିହା (ବିଜେଡି) ପଟଙ୍ଗି- ପ୍ରୀତମ ପାଢୀ (ବିଜେଡି) ରଘୁନାଥପାଲୀ-ସୁବ୍ରତ ତରାଇ (ବିଜେଡି) ରାଇରଙ୍ଗପୁର-ବାସନ୍ତୀ ମାରାଣ୍ଡି (ବିଜେଡି) ଯାଜପୁର-ପ୍ରଣବ ପ୍ରକାଶ ଦାସ (ବିଜେଡି) ନିମାପଡା-ସମୀର ଦାସ (ବିଜେଡି) ତାଳଚେର- ବ୍ରଜ ପ୍ରଧାନ (ବିଜେଡି) ତିର୍ତୋଲ- ବିଷ୍ଣୁ ଦାସ (ବିଜେଡି) ଟିଟିଲାଗଡ-ଟୁକୁନି ସାହୁ (ବିଜେଡି) ଏକାମ୍ର ଭୁବନେଶ୍ୱର- ଅଶୋକ ପଣ୍ଡା (ବିଜେଡି) ବାଙ୍କୀ-ଦେବୀରଂଜନ ତ୍ରିପାଠୀ (ବିଜେଡି) ବାସୁଦେବପୁର-ବିଷ୍ଣୁବ୍ରତ ରାଉତରାୟ (ବିଜେଡି) ହିନ୍ଦୋଳ - ସୀମାରାଣୀ ନାୟକ(ବିଜେଡ଼ି) ବରଗଡ଼ - ଦେବେଶ ଆଚାର୍ଯ୍ୟ(ବିଜେଡ଼ି) ଗୁଣୁପୁର - ରଘୁନାଥ ଗମାଙ୍ଗ(ବିଜେପି) ଜଗତସିଂହପୁର-ସଞ୍ଜିବ ବିଶ୍ୱାଳ (କଂଗ୍ରେସ) ବାଲିକୁଦା-ରଘୁନନ୍ଦନ ଦାସ (ବିଜେଡି)