କମିଶନରେଟ ପୁଲିସରେ ଅଦଳବଦଳ

କମିଶନରେଟ ପୁଲିସରେ ଅଦଳବଦଳ

କମିଶନରେଟ ପୁଲିସରେ ଅଦଳବଦଳ
ଭୁବନେଶ୍ୱର : କମିଶନରେଟ ପୁଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ୨୬ ଜଣ ପୁଲିସ ଅଫସିରଙ୍କୁ ବଦଳି କରାଯାଇ ନୂତନ ସ୍ଥାନରେ ଅବସ୍ଥାପିତ କରାଯାଇଛି । କିଶୋର ଚନ୍ଦ୍ର ପାଟ୍ଟଶାଣୀ : ଭୁବନେଶ୍ୱର ୟୂପିଡ଼ି ସୁବାସ ଚନ୍ଦ୍ର ମହାନ୍ତି : କମିଶନରେଟ ପୁଲିସ ହେଡ଼କ୍ୱାର୍ଟର ଆଇବି ସେକ୍ସନ ଶରତ କୁମାର ସାହୁ : ନୟାପଲ୍ଲୀ ଥାନା ଆଇଆଇସି ଯୁବରାଜ ସ୍ୱାଇଁ : ଚନ୍ଦ୍ରଶେଖରପୁର ଥାନା ଆଇଆଇସି ଅରୁଣ କୁମାର ସ୍ୱାଇଁ : ଖାରବେଳନଗର ଥାନା ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତୀ : ଲକ୍ଷ୍ମୀସାଗର ଥାନା ଆଇଆଇସି ବିଶ୍ୱରଂଜନ ସେନାପତି : ନନ୍ଦନକାନନ ଥାନା ଆଇଆଇସି ବିଶ୍ୱରଂଜନ ନାୟକ : ବଡ଼ଗଡ଼ ଥାନା ଆଇଆଇସି ଦୀପକ କୁମାର ମିଶ୍ର : ଏୟାରଫିଲଡ଼ ଥାନା ଆଇଆଇସି ଅଞ୍ଜଳୀ ଛୋଟରାୟ : ଟ୍ରାଫିକ ଥାନା, ଚନ୍ଦ୍ରଶେଖରପୁର ଆଇଆଇସି ଦୟାନିଧି ନାୟକ : ଧଉଳି ଥାନା ଆଇଆଇସି ପ୍ରମୋଦ କୁମାର ପଟ୍ଟନାୟକ : ତମାଣ୍ଡୋ ଥାନା ଆଇଆଇସି ବିରଂଚି ନାରାୟଣ ପତି : ଚୌଦ୍ୱାର ଥାନା ଆଇଆଇସି ରଶ୍ମୀରଂଜନ ମହାପାତ୍ର : ବାଦାମବାଡ଼ି ଥାନା ଆଇଆଇସି ରବୀନ୍ଦ୍ରନାଥ ମେହେର : ଜଗତପୁର ଥାନା ଆଇଆଇସି ପ୍ରଦୀପ୍ତ କିଶୋର ନାୟକ : ମର୍କତନଗର ଥାନା ଆଇଆଇସି ପଦ୍ମନାଭ ପ୍ରଧାନ : ଖଣ୍ଡିଗରି ଥାନା ଆଇଆଇସି ହିଂମାଶୁ ଭୂଷଣ ସ୍ୱାଇଁ : ସହୀଦନଗର ଥାନା ଆଇଆଇସି ମହମ୍ମଦ ଜାମସେଦ : ଖଣ୍ଡଗିରି ଥାନା ସୁଭ୍ରନ୍ତା କୁମାର ଜେନା : ଚନ୍ଦକା ଥାନା ସଂଯୁକ୍ତା ସାହୁ : ସହୀଦନଗର ଥାନା ହରେକୃଷ୍ଣ ପ୍ରଧାନ : ବାଲିପାଟଣା ଥାନା ଶୁଭଶ୍ରୀ ଶୁଭସ୍ମିତା ଗୁରୁ : ପୁଲିସ କମିଶନରେଟ ହେଡ଼କ୍ୱାର୍ଟର ଫକୀର ଚରଣ ପ୍ରଧାନ : ଜେଏମଏଫସି କୋର୍ଟ