କମ୍ବିଂ ବେଳେ ଲ୍ୟାଣ୍ଡମାଇନ ଠାବ

କମ୍ବିଂ ବେଳେ ଲ୍ୟାଣ୍ଡମାଇନ ଠାବ

କମ୍ବିଂ ବେଳେ ଲ୍ୟାଣ୍ଡମାଇନ ଠାବ
ଭୁବନେଶ୍ୱର: ପୁଣି ମାଓବାଦୀ ମାତିଲେ । ଛତିଶଗଡ ମୀନପା ଜଙ୍ଗଲରେ ପ୍ରାୟ ସମୟ ମାଓବାଦୀମାନେ ସକ୍ରିୟ ହୋଇ ରହୁଛନ୍ତି । ସେହି ଜଙ୍ଗଲରେ ପ୍ରାୟ ସମୟରେ ଲ୍ୟାଣ୍ଡମାଇନ ଲଗାଇବାର ଖବର ସାମାନାକୁ ଆସୁଛି । ଆଜି ମଧ୍ୟ ଛତିଶଗଡ ମୀନପା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଲ୍ୟାଣ୍ଡମାଇନ୍ ଠାବ ହୋଇଛି । ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରି ନଷ୍ଟ କଲେ ସିଆରପିଏଫ କୋବ୍ରା ଯବାନ । ଜଙ୍ଗଲ ମଧ୍ୟରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିବା ସୂଚନା ମିଳିଛି ।