କରୋନା ଟାର୍ଗେଟରେ ଭୁବନେଶ୍ୱର, ପୁଣି ୧୬ କରୋନା ପଜିଟିଭ ଚିହ୍ନଟ

କରୋନା ଟାର୍ଗେଟରେ ଭୁବନେଶ୍ୱର, ପୁଣି ୧୬ କରୋନା ପଜିଟିଭ ଚିହ୍ନଟ

କରୋନା ଟାର୍ଗେଟରେ ଭୁବନେଶ୍ୱର, ପୁଣି ୧୬ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱରରେ ପୁଣି ୧୬ଟି କରୋନା ପଜିଟିଭ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ତେବେ ଏହି ୧୬ ଜଣଙ୍କ ସଂପର୍କରେ ବିଭାଗ ପକ୍ଷରୁ କୌଣସି ଅତିରିକ୍ତ ସୂଚନା ଦିଆଯାଇନାହିଁ । ଓଡ଼ିଶାରେ ସମୁଦାୟ ୨୩ ଟି ଥିବା ବେଳେ ବର୍ତ୍ତମାନ ଆଉ ୧୬ ଜଣ ବସିଛନ୍ତି। ତେବେ ଧିରେ ଧିରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଛି।