କରୋନା ନେଲା ସ୍ପେନ୍ ରାଣୀଙ୍କ ଜୀବନ।

କରୋନା ନେଲା ସ୍ପେନ୍ ରାଣୀଙ୍କ ଜୀବନ।

କରୋନା ନେଲା ସ୍ପେନ୍ ରାଣୀଙ୍କ ଜୀବନ।
କରୋନା ଭୂତାଣୁ ସଂକ୍ରମଣରେ ବିଶ୍ୱରେ ରାଜ ପରିବାରର ପ୍ରଥମ ମୃତ୍ୟୁ ଘଟିଛି । କୋଭିଡ୍ ୧୯ ଭୂତାଣୁ ସଂକ୍ରମଣରେ ସ୍ପେନ୍ ରାଣୀଙ୍କ ପରୋଲୋକ ଘଟିଛି । ସେ କରୋନା ପଜିଟିଭ୍ ଚିହ୍ନଟ ହେବା ପରଠାରୁ ଚିକିତ୍ସାଧୀନ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ତେବେ ତାଙ୍କ ପରଲୋକ ସ୍ପେନ୍ ରାଜପରିବାରରେ ଶୋକର ଛାୟା ଖେଳାଇ ଦେଇଛି । ରାଜକୀୟ ରୀତିନୀତିରେ ତାଙ୍କର ଅନ୍ତିମ ସଂସ୍କାର ବଙ୍କିମହାମ୍ ସିଟିରେ ସଂପନ୍ନ ହୋଇଛି । ଏପଟେ କରୋନା ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ।