କୁମ୍ଭୀର ଟାଣି ନେଇଥିବା ଯୁବକ ମୃତ

କୁମ୍ଭୀର ଟାଣି ନେଇଥିବା ଯୁବକ ମୃତ

କୁମ୍ଭୀର ଟାଣି ନେଇଥିବା ଯୁବକ ମୃତ
କେନ୍ଦ୍ରାପଡା: ଗତକାଲି ଜଣେ ଯୁବକ ଗାଧୋଇଲା ବେଳେ କୁମ୍ଭୀର ଟାଣି ନେଇଥିଲା । କୁମ୍ଭୀର ଟାଣି ନେଇଥିବା ଯୁବକ ଜଣକ ଆଜି ମୃତ ବୋଲି ଜଣା ପଡିଛି । ଆଜି ନଦୀରୁ କ୍ଷତାକ୍ତ ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ମଣ୍ଡପଡା ଗାାଁର ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଥିଲା । ବ୍ରାହଣୀ ନଦୀକୁ ଗାଧୋଇବାକୁ ଯିବା ବେଳେ ସେ କୁମ୍ଭୀର ଆକ୍ରମଣର ଶୀକାର ହୋଇଥିଲେ ।