କେନ୍ଦ୍ରୀୟଟିମ୍ ସହ ବୈଠକ

କେନ୍ଦ୍ରୀୟଟିମ୍ ସହ ବୈଠକ

କେନ୍ଦ୍ରୀୟଟିମ୍ ସହ ବୈଠକ
ଭୁବନେଶ୍ୱର: ଆଜି ସଚିବାଳୟରେ କେନ୍ଦ୍ରୀୟ ଟିମ ସହ ରାଜ୍ୟ ସରକାରଙ୍କ ବୈଠକ ହେବ । ବାତ୍ୟା ଫନିର କ୍ଷୟକ୍ଷତିକୁ ନେଇ କେନ୍ଦ୍ରିୟ ଟିମ୍ ସହ ଆଲୋଚନା ହେବ । କ୍ଷୟକ୍ଷତିକୁ ନେଇ କେନ୍ଦ୍ରିୟ ଟିମଙ୍କ ଫିଲ୍ମି ଭିଜିଟି, ପରେ ହେବ ଏହାର ଆଲୋଚନା । ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଅଧିକାରୀଙ୍କୁ ନେଇ ହେବ ବୈଠକ । ପ୍ରାଥମିକ ରିପୋର୍ଟ ଅନୁସାରେ ୧୧.୯୪୨ କୋଟି ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଇଛି ।