କୋଟିପତି ଅଙ୍ଗନବାଡି ଦିଦି ଗିରଫ

କୋଟିପତି ଅଙ୍ଗନବାଡି ଦିଦି ଗିରଫ

କୋଟିପତି ଅଙ୍ଗନବାଡି ଦିଦି ଗିରଫ
ବ୍ରହ୍ମପୁର:ଭିଜିଲାନ୍ସ କୋଟିପତି ଅଙ୍ଗନବାଡି ଦିଦିଙ୍କୁ ଗିରଫ କରିଛି । ମୋଟ ୨ କୋଟି ୨୦ ଲକ୍ଷର ଆୟ ବର୍ହିଭୂତ ସଂପତି ଠାବ କରାଯାଇଛି । ଗତକାଲି ବ୍ରହ୍ମପୁର ଓ ଭୁବନେଶ୍ୱରରେ ଭିଜିଲାନ୍ସ ରେଡ୍ କରିଥିଲା । ଅଙ୍ଗନବାଡି ଦିଦିଙ୍କ ଭୁବନେଶ୍ୱରରେ ୨ଟି ଫ୍ଲାଟ ଠାବ କରାଯାଇଥିବା ବେଳେ ଗୋଟିଏ ୩ ମହଲା ଓ ଗୋଟିଏ ୨ ମହଲା ଘର ଠାବ କରାଯାଇଛି । ବ୍ୟାଙ୍କରେ ୧୨ ଲକ୍ଷ ଟଙ୍କାର ଜମା ହୋଇଥିବା ସୂଚନା ମିଳିଛି । ନିଜ ଘରେ ଗୋଟିଏ ଛତୁଆ ୟୁନିଟ୍ ଖୋଲିଥିଲେ ।