କ୍ରିକେଟରୁ ଅବସର ନେଲେ ରାୟୁଡୁ

କ୍ରିକେଟରୁ ଅବସର ନେଲେ ରାୟୁଡୁ

କ୍ରିକେଟରୁ ଅବସର ନେଲେ ରାୟୁଡୁ
ନୂଆଦିଲ୍ଲୀ: କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଅମ୍ବାତି ରାୟୁଡି । ବିସିସିଆଇକୁ ଚିଠି ଲେଖି ନିଜର ନିଷ୍ପତି ଜଣାଇଛନ୍ତି । ଦିନିକିଆରେ ୫୫ଟି ଖେଳି ୧୬୯୪ ରନ୍ ସଂଗ୍ରହ କରିଥିଲେ । ବିଶ୍ୱକପରେ ତାଙ୍କୁ ସାମିଲ କରା ନଯିବାରୁ ଅସନ୍ତୁଷ୍ଟ ଥିଲେ । ଦିନିକିଆରେ ୩ଟି ଶତକ ଓ ୧୦ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୬ ଟି ଟ୍ୱେଂଟି-ଟ୍ୱେଂଟି ଖେଳିଛନ୍ତି । ଆଇପିଏଲ ମଧ୍ୟ ଆଉ ଖେଳିବେ ନାହିଁ ।