ଜଷ୍ଟିସ୍ ବୋବଡେଙ୍କ ନାଁରେ ମୋହର

ଜଷ୍ଟିସ୍ ବୋବଡେଙ୍କ ନାଁରେ ମୋହର

ଜଷ୍ଟିସ୍ ବୋବଡେଙ୍କ ନାଁରେ ମୋହର
ନୂଆଦିଲ୍ଲୀ: ଜଷ୍ଟିସ୍ ଏସଏ ବୋବଡେଙ୍କ ନାଁରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସୁପ୍ରିମକୋର୍ଟର ପରବର୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ବୋବଡେ । ଜଷ୍ଟିସ୍ ବୋବଡେଙ୍କ ନାଁ ସୁପାରିସ୍ କରିଥିଲେ ସିଜିଆଇ ରଞ୍ଜନ ଗୋଗୋଇ । ନଭେମ୍ବର ୧୮ରେ ସିଜିଆଇ ଭାବେ ଶପଥ ନେବେ ଜଷ୍ଟିସ ବୋବଡେ ।