ଜାଣନ୍ତୁ କେମିତି ନେବେ ତ୍ୱଚାର ଯତ୍ନ

ଜାଣନ୍ତୁ କେମିତି ନେବେ ତ୍ୱଚାର ଯତ୍ନ

ଜାଣନ୍ତୁ କେମିତି ନେବେ ତ୍ୱଚାର ଯତ୍ନ
୧: କ୍ରିମର ଅବଧି ଶେଷ ହୋଇ ଯାଇନି ତ! ବାସି ଖାଦ୍ୟ ଖରାପ ହେବା ପରି ଆପଣଙ୍କ ସ୍କିନ କେୟାର ପ୍ରଡ଼କ୍ଟବି ଖରାପ ହୋଇଯାଇଥାଏ । ତେଣୁ ସେ ପୂର୍ବ ଭଳି ପ୍ରଭାବୀ ହୋଇନଥାଏ । ତେଣୁ ଏହା ନିହାତି ଆବଶ୍ୟକକି ଏହାର ବ୍ୟବହାର କରିବା ପୂର୍ବରୁ ତାହା ବ୍ୟବହାର ଉପଯୋଗୀ କି ନାହିଁ ପରୀକ୍ଷା କରେଇ ନିଅନ୍ତୁ । ୨: ଭୁଲ ସ୍ଥାନରେ ରଖନ୍ତି କି ଏହି ପ୍ରଡ଼କ୍ଟ ଗୁଡିକ ସ୍କିନରେ ଲଗାଉଥିବା ପ୍ରଡ଼କ୍ଟରେ ସିଧାସଳଖ ସୂର୍ଯ୍ୟକିରଣ ପଡ଼ୁନଥିବା ଦରକାର । କାରଣ ଏଥିରେ ରହୁଥିବା ଉପାଦାନ ଗୁଡ଼ିକ ନଷ୍ଟ ହେବାର ସମ୍ଭାବନା ରହିଥାଏ । ଯଦି ଆପଣ ଭିଟାମିନ ସିର ସିରମ୍ ବ୍ୟବହାର କରୁଥାନ୍ତି ତେବେ ଖରାରେ ରଖିବା ଦ୍ୱାରା ସେ ତାହାର ଶକ୍ତିଶାଳି ଆଣ୍ଟିଅକ୍ସିଡେଣ୍ଟ କୁ ହରାଇଥାଏ । ୩ : ସ୍କିନକୁ ଏକ ନିର୍ଦ୍ଧିଷ୍ଟ ପ୍ର୍ରଡ଼କ୍ଟ ଉପରେ ଅଭ୍ୟାସ ହୋଇଥାଏ ତ୍ୱଚାକୁ ଏକ ପ୍ରଡ଼କ୍ଟର ଅଭ୍ୟାସ ହେବାରେ ସମ୍ଭବତ ଏହା କାର୍ଯ୍ୟ କରିବା ବନ୍ଦ କରିଦେଇଥାଏ । ସମ୍ଭବତ ଏହାକୁ ସମୟକ୍ରମେ ଏହାକୁ ପରିବର୍ତ୍ତନ କରିବା ଦ୍ୱାରା ଏହାର ପ୍ରଭାବ ବଢ଼ିଯାଇଥାଏ । ୪ : ହରମୋନର ପରିବର୍ତ୍ତନ ବି ଅନ୍ୟ ଏକ କାରଣ ହରମୋନର ପରିବର୍ତ୍ତନରେ ସ୍କିନ ଡ଼ଲ ଏବଂ ଖରାପ ଦେଖାଯାଏ । ଯଦି ସ୍କିନ ବହୁ ବେଶି ଅଏଲି ହେଉଥାଏ ତେବେ ପ୍ରଡ଼କ୍ଟ କାମ କରିବା ବନ୍ଦ କରିଦେଇଥାଏ । ୫ : ଠିକ୍ ସମୟରେ ବ୍ୟବହାର କରନ୍ତି ନାହିଁ ପ୍ରଡ଼କ୍ଟ କିଛି ପ୍ରଡ଼କ୍ଟ ଅଛି ।ହାକୁ କେବଳ ରାତିରେ ବ୍ୟବହାର କରାାଇଥାଏ । କି୍ରମକୁ ତାର ଠିକ ସମୟରେ ବ୍ୟବହାର କରିବା ଦ୍ୱାରା ସେ ବେଶି ଫାଇଦା ମିଳିଥାଏ । ଉଦାହରଣ ସନସ୍କିନ ଲୋସନ ଯାହାର ପ୍ରଭାବ ୯୦ ମିନିଟ୍ ପରେ ପ୍ରଭାବହୀନ ହୋଇଥାଏ ।