ଜାତୀୟ କନିଷ୍ଠ ବ୍ୟାଡ଼ମିଣ୍ଟନ ଓ ଭୁବନେଶ୍ୱର ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ନେଇ ଆଲୋଚନା

ଜାତୀୟ କନିଷ୍ଠ ବ୍ୟାଡ଼ମିଣ୍ଟନ ଓ ଭୁବନେଶ୍ୱର ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ନେଇ ଆଲୋଚନା

ଜାତୀୟ କନିଷ୍ଠ ବ୍ୟାଡ଼ମିଣ୍ଟନ ଓ ଭୁବନେଶ୍ୱର ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ନେଇ ଆଲୋଚନା
ଭୁବନେଶ୍ୱର : ଆଗାମୀ ଦିନରେ ହେବାକୁ ଥିବା ଜାତୀୟ କନିଷ୍ଠ ବ୍ୟାଡ଼ମିଣ୍ଟନ ଓ ଭୁବନେଶ୍ୱର ବ୍ୟାଡ଼ମିଣ୍ଟନ ଟୁର୍ନାମେଣ୍ଟ ନେଇ ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ! ଓଡିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ନବ ନିର୍ବାଚିତ ସମ୍ପାଦକ ଲେଲିନ କୁମାର ଏନେଇ ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଣ୍ଟନ ସଙ୍ଘ କାର୍ୟ୍ୟାଳୟରେ ଜିଲ୍ଲା ପଦାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ! ଉପରୋକ୍ତ ଟୁର୍ନାମେଣ୍ଟର ସଫଳ ଆୟୋଜନ ସଂକ୍ରାନ୍ତରେ ଖୁବ ଶୀଘ୍ର ଏକ ଉଚ୍ଚସ୍ତରୀୟ ବୈଠକ ହେବ ବୋଲି ଜାଣିବାକୁ ମିଳିଛି ! ଏହି ଅବସରରେ ଜିଲା ବ୍ୟାଡ଼ମିଣ୍ଟନ ସଂଘର ସଭାପତି ଶ୍ରୀ ଚଣ୍ଡୀ ପ୍ରସାଦ ଦାସ ସମ୍ପାଦକ ଶ୍ରୀ ସନ୍ତୋଷ ଚୌଧୁରୀ ଉପସଭାପତି ଶକ୍ତି ରଞ୍ଜନ ସ୍ୱାଇଁ ସହ ସମ୍ପାଦକ ଦୀପ୍ତି ପ୍ରକଶ ଓ କୋଷାଧକ୍ଷ ଶ୍ରୀ ଶ୍ରୀମନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ