ଜୟପୁରରେ ପହଁଚିଂଲେ ରାହୁଲ

ଜୟପୁରରେ ପହଁଚିଂଲେ ରାହୁଲ

ଜୟପୁରରେ ପହଁଚିଂଲେ ରାହୁଲ
ଜୟପୁର,ଆଜି ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ରହିଛି । ଜୟପୁରେ ରାହୁଲ ଆସି ପହଁଚିଂଛନ୍ତି । ବିଶାଖପାଟଣାରୁ ସ୍ୱତନ୍ତ୍ର ହେଲିକେପ୍ଟରରେ ଆସି ଜୟପୁରରେ ପହଁଚିଂଲେ । ପ୍ରଥମେ ମହିଳା ସମାବେଶରେ ଯୋଗ ଦେବାର ରହିଛି । ମହିଳା ସମାବେଶ ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମର ରହିଛି ।