ଡିଆରଡିଓର ଆଉ ଏକ ବଡ ସଫଳତା

ଡିଆରଡିଓର ଆଉ ଏକ ବଡ ସଫଳତା

ଡିଆରଡିଓର ଆଉ ଏକ ବଡ ସଫଳତା
ଭୁବନେଶ୍ୱର:ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ଆଉ ଏକ ବଡ ସଫଳତା ମିଳିଛି । ବାଲେଶ୍ୱର ଆଟିଆର ର ୪ ନମ୍ବର ଲଂଚପ୍ୟାଡରୁ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି । ହାଇପର ସୋନିକ ଟେକ୍ନୋଲଜି ଭେହିକିଲର ସଫଳ ଭାବେ ପରୀକ୍ଷଣ କରାଯାଇଛି । ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ସକାଳ ୧୧ ଟା ୨୨ରେ ପରୀକ୍ଷଣ କରାଯାଇଥିଲା । ସୁପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣ ଓ ଉପଗ୍ରହ ପ୍ରେରଣ ହୋଇପାରିବ ବୋଲି ସୂଚନା ମିଳିଛି ।