ଦୁଗ୍ଧ ସଂଗ୍ରହ କମାଅ- ଓମଫେଡ

ଦୁଗ୍ଧ ସଂଗ୍ରହ କମାଅ- ଓମଫେଡ

ଦୁଗ୍ଧ ସଂଗ୍ରହ କମାଅ- ଓମଫେଡ
ଭୁବନେଶ୍ୱର : ମେ ମାସରେ ଦୁଗ୍ଧ ସଂଗ୍ରହ କମାଇବାକୁ ସମସ୍ତ ୟୁନିଅନକୁ ଓମଫେଡ ନିଦେ୍ର୍ଧଶ ଦେଇଛନ୍ତି । ଆଜିଠାରୁ ଦୁଗ୍ଧ ସଂଗ୍ରହ କମାଇବାକୁ ନିଦେ୍ର୍ଧଶ ଦେଇଛି ଓମଫେଡ । ବେହନିକ ଦୁଗ୍ଧ ସଂଗ୍ରହ ୪ ଲକ୍ଷ ଲିଟରରେ ସୀମିତ ରଖିବାକୁ କୁହାଯାଇଛି । ଲକଡାଉନରେ ଦୁଗ୍ଧ ବିକ୍ରୟ କମିଥବାରୁ ଏଭଳି ନିଷ୍ପତି ନେଇଛି ଓମଫେଡ । ଦୈନିକ ହାରାହାରି ୫.୪୫ ଲକ୍ଷ ଲିଟର ସଂଗ୍ରହ କରାଯାଉଛି । ପୂର୍ବରୁ ୩.୭୫ ଲିଟର ତୁଳନାରେ ଏବେ ବିକ୍ରି ୨ ଲକ୍ଷ ଲିଟରକୁ ଖସିଛି ।