ଦୁର୍ଘଟଣାରେ ୩ ମୃତ

ଦୁର୍ଘଟଣାରେ ୩ ମୃତ

ଦୁର୍ଘଟଣାରେ ୩ ମୃତ
ବାଲେଶ୍ୱର: ରଜ ପର୍ବ ଅବସରରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ବାଇକ୍ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଚାନ୍ଦିପୁର ରୋଡର ଗଛମାଳିଆ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣଙ୍କର ମେଡିକାଲରେ ମୃତ୍ୟୁ ଘଟିଛି ।