ଦେଶରେ ୬୭ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ରାଜ୍ୟରେ କେତେ

ଦେଶରେ ୬୭ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ରାଜ୍ୟରେ କେତେ

ଦେଶରେ ୬୭ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କେଉଁ ରାଜ୍ୟରେ କେତେ
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୭୨ ହଜାର ୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭ ଲକ୍ଷ ୫୭ ହଜାର ୧୩୨ରେ ପହଞ୍ଚôଛି । ଦେଶରେ ଏବେ ୯ ଲକ୍ଷ ୭ ହଜାର ୮୮୩ ଜଣ ସକ୍ରିୟ ରୋଗୀ ଥିବାବେଳେ ୫୭ ଲକ୍ଷ ୪୪ ହଜାର ୬୯୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେଉଁ ରାଜ୍ୟରେ କେତେ ମାମଲା ରହିଛି ତାହାର ସାରାଣୀ ନିମ୍ନରେ ପ୍ରଦାନ କରାଗଲା । ଆନ୍ଧ୍ରପ୍ରଦେଶ : ୭୨୯୩୦୭ ଆସାମ : ୧୮୮୯୦୨ ବିହାର : ୧୯୦୭୪୦ ଛତିଶଗଡ଼ : ୧୨୮୮୯୩ ଦିଲ୍ଲୀ : ୨୯୫୨୩୬ ଗୋଆ : ୩୬୨୩୮ ଗୁଜୁରାଟ : ୧୪୫୨୦୦ ହରିୟାଣା : ୧୩୬୧୧୫ ହିମାଚଳ ପ୍ରଦେଶ : ୧୬୨୮୩ ଜାମ୍ମୁକାଶ୍ମୀର : ୮୦୪୭୬ ଝାରଖଣ୍ଡ : ୮୮୮୭୩ କର୍ଣ୍ଣାଟକ : ୬୫୭୭୦୫ କେରଳ : ୨୪୨୭୯୯ ମଧ୍ୟପ୍ରଦେଶ : ୧୩୮୬୬୮ ମହାରାଷ୍ଟ୍ର : ୧୪୬୫୯୧୧ ମଣିପୁର : ୧୨୨୪୦ ଓଡ଼ିଶା : ୨୩୮୦୦୩ ପଞ୍ଜାବ : ୧୨୦୦୧୬ ରାଜସ୍ଥାନ : ୧୪୮୩୧୬ ତାମିଲନାଡୁ : ୬୩୦୪୦୮ ତେଲେଙ୍ଗାନା : ୨୦୪୭୪୮ ତ୍ରିପୁରା : ୨୭୫୪୫ ଉତରାଖଣ୍ଡ : ୫୨୩୨୯ ଉତରପ୍ରଦେଶ : ୪୨୦୯୩୭ ପଶ୍ଚିମବଙ୍ଗ : ୨୭୭୦୪୯