୧ ଲକ୍ଷ ୪ ହଜାର ଟପିଲା କରୋନା ଜନିତ ମୃତୁ୍ୟ ସଂଖ୍ୟା, କେଉଁ ରାଜ୍ୟରେ କେତେ

୧ ଲକ୍ଷ ୪ ହଜାର ଟପିଲା କରୋନା ଜନିତ ମୃତୁ୍ୟ ସଂଖ୍ୟା, କେଉଁ ରାଜ୍ୟରେ କେତେ

୧ ଲକ୍ଷ ୪ ହଜାର ଟପିଲା କରୋନା ଜନିତ ମୃତୁ୍ୟ ସଂଖ୍ୟା, କେଉଁ ରାଜ୍ୟରେ କେତେ
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ସହ ମୃତୁ୍ୟ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୯୮୬ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ଏଥିସହ ମୋଟ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୪ ହଜାର ୫୫୫କୁ ବୃଦ୍ଧି ପାଇଛି । ଦେଶରେ ଏବେ ୯ ଲକ୍ଷ ୭ ହଜାର ୮୮୩ ଜଣ ସକ୍ରିୟ ରୋଗୀ ଥିବାବେଳେ ୫୭ ଲକ୍ଷ ୪୪ ହଜାର ୬୯୩ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । କେଉଁ ରାଜ୍ୟରେ କେତେ ଜଣଙ୍କ ମୃତୁ୍ୟ ହୋଇଛି ତାହାର ସାରାଣୀ ନିମ୍ନରେ ପ୍ରଦାନ କରାଗଲା । ଆନ୍ଧ୍ରପ୍ରଦେଶ : ୬୦୫୨ ଆସାମ : ୭୭୮ ବିହାର : ୯୨୫ ଛତିଶଗଡ଼ : ୧୧୦୪ ଦିଲ୍ଲୀ : ୫୫୮୧ ଗୋଆ : ୪୬୮ ଗୁଜୁରାଟ : ୩୫୧୯ ହରିୟାଣା : ୧୫୦୯ ହିମାଚଳ ପ୍ରଦେଶ : ୨୨୯ ଜାମ୍ମୁକାଶ୍ମୀର : ୧୨୬୮ ଝାରଖଣ୍ଡ : ୭୫୭ କର୍ଣ୍ଣାଟକ : ୯୪୬୧ କେରଳ : ୮୮୪ ମଧ୍ୟପ୍ରଦେଶ : ୨୪୮୮ ମହାରାଷ୍ଟ୍ର : ୩୮୭୧୭ ମଣିପୁର : ୭୮ ଓଡ଼ିଶା : ୯୪୦ ପଞ୍ଜାବ : ୩୬୭୯ ରାଜସ୍ଥାନ : ୧୫୭୪ ତାମିଲନାଡୁ : ୯୯୧୭ ତେଲେଙ୍ଗାନା : ୧୧୮୯ ତ୍ରିପୁରା : ୩୦୧ ଉତରାଖଣ୍ଡ : ୬୭୭ ଉତରପ୍ରଦେଶ : ୬୧୫୩ ପଶ୍ଚିମବଙ୍ଗ : ୫୩୧୮