ନବଜାତ ଶିଶୁପୁତ୍ର ମୃତ ;ଟାଣି ଟାଣି ଖାଇଲେ ବୁଲା କୁକୁର

ନବଜାତ ଶିଶୁପୁତ୍ର ମୃତ ;ଟାଣି ଟାଣି ଖାଇଲେ ବୁଲା କୁକୁର

ନବଜାତ ଶିଶୁପୁତ୍ର ମୃତ ;ଟାଣି ଟାଣି ଖାଇଲେ ବୁଲା କୁକୁର
ବଲାଙ୍ଗୀର: ପଇଁତଲା ଏକ ରାସ୍ତା କଡରେ ଆଜି ସକାଳେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତାକଡରେ ଏକ ନବଜାତ ମୃତ ଶିଶୁପୁତ୍ର ପଡି ରହିଥିବା ବେଳେ କିଛି ବୁଲା କୁକୁର ଟାଣି ଟାଣି ଖାଉଥିବା ଦେଖିବାକୁ ମିଳିଥିଲା । ମୃତ ଶିଶୁପୁତ୍ରର ଗୋଡ଼ ଠାରୁ ଅଣ୍ଟାଯାଏଁ କୁକୁରମାନେ ଖାଇ ଦେଇଥିଲେ । ଏଭଳି ଦୃଶ୍ୟ ଦେଖିଲା ପରେ ସ୍ଥାନୀୟଲୋକ ଗଣମାଧ୍ୟମକୁ ଜଣାଇଥିଲେ । ଶିଶୁପୁତ୍ରଟି କାହାର ଏବଂ କିଏ ଏଠାରେ ପକାଇ ପଳାଇଛି ତାହା ଜଣାପଡିନାହିଁ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।