ପରଲୋକରେ ଅରୁଣ ଜେଟଲୀ

ପରଲୋକରେ ଅରୁଣ ଜେଟଲୀ

ପରଲୋକରେ ଅରୁଣ ଜେଟଲୀ
ନୂଆଦିଲ୍ଲୀ: ପରଲୋକରେ ଅରୁଣ ଜେଟଲୀ । ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି ।