ପାଟକୁରା ନିର୍ବାଚନ ଘୁଂଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପାଟକୁରା ନିର୍ବାଚନ ଘୁଂଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପାଟକୁରା ନିର୍ବାଚନ ଘୁଂଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଭୁବନେଶ୍ୱର: ପାଟକୁରା ନିର୍ବାଚନ ଘୁଂଚାଇବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ବାତ୍ୟା ଓଡିଶା ମୁହାଁ ହେବାରୁ ନିର୍ବାଚନକୁ ବିଳମ୍ବରେ କରିବା ଲାଗି ଅନୁରୋଧ କରିଛନ୍ତି । ଏ ବାବଦରେ ନିର୍ବାଚନ କମିଶନଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଛନ୍ତି ନବୀନ ପଟ୍ଟନାୟକ । ବାତ୍ୟା ପାଇଁ ନିର୍ବାଚନ ତାରିଖ ଘୁଂଚାଇବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିବେ ।