ପୁଣି ସର୍ପଘାତରେ; ମାଆ,ପୁଅ ମୃତ

ପୁଣି ସର୍ପଘାତରେ; ମାଆ,ପୁଅ ମୃତ

ପୁଣି ସର୍ପଘାତରେ; ମାଆ,ପୁଅ ମୃତ
ବାଲିଗୁଡା:ଗତକାଲି ସର୍ପାଘାତରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ପୁଣି ଆଜି ୨ ଜଣଙ୍କ ଜୀବନ ଯାଇଛି । ସାପ କାମୁଡାରେ ୮ ବର୍ଷ ପୁଅ ସହ ମାଆର ମୃତୁ୍ୟ ଘଟିଛି । କଞ୍ଜାମେଣ୍ଡି ପଂଚାୟତ ଟପାର ଗାଁରେ ଶୋଇଥିବା ବେଳେ ସାପ କାମୁଡିଛି । ମାଆକୁ ଫୁଲବାଣୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ନୂଆଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ୮ ବର୍ଷ ପୁଅର ମୃତୁ୍ୟ ଘଟିଛି ।