ବିଜେଡିର ୪୦ ଜଣ ଷ୍ଟାର ପ୍ରଚାରକ

ବିଜେଡିର ୪୦ ଜଣ ଷ୍ଟାର ପ୍ରଚାରକ

ବିଜେଡିର ୪୦ ଜଣ ଷ୍ଟାର ପ୍ରଚାରକ
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୧ ତାରିଖରେ ହେବ ବିଜେପୁର ଫାଇଟ । ବିଜେଡି ପକ୍ଷରୁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି । ଏହି ନିର୍ବାଚନରେ ବିଜେଡି ୬୦ ହଜାରରୁ ଅଧିକ ଭୋଟରେ ବାଜିମାତ ମାରିବା ପାଇଁ ଲକ୍ଷ୍ୟ ରଖିଛି । ଏହାରି ଭିତରେ ବିଜେପୁର ପାଇଁ ବିଜେଡି ପକ୍ଷରୁ ଷ୍ଟାର ପ୍ରଚାର ତାଲିକା ପ୍ରକାଶ ପାଇଛି । ସେମାନେ ହେଲେ.. ନବୀନ ପଟ୍ଟନାୟକ, ଏୟୁ ସିଂଦେଓ, ପ୍ରସନ୍ନ ଆଚାର୍ଯ୍ୟ, ମଙ୍ଗଳା କିଷାନ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ଅମାତ, ପଦ୍ମନାଭ ବେହେରା, ରାଜା ସ୍ୱାଇଁ, ଦେବୀ ମିଶ୍ର, ନିରଞ୍ଜନ ପୂଜାରୀ, ବିକ୍ରମ ଆରୁଖ, ନବ ଦାସ, କିଶୋର ମହାନ୍ତି, ଅତନୁସବ୍ୟସାଚୀ ନାୟକ, ସଞ୍ଜୟ ଦାଶବର୍ମା, ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ବିଜୟରୟ୍ଜନ ସିଂହ ବରିହା, ପ୍ରଣବ ପ୍ରକାଶ ଦାସ, ରମେଶ ଚନ୍ଦ୍ର ମାଝୀ, ଅନୁଭବ ମହାନ୍ତି, ଟୁକୁନୀ ସାହୁ, ଦିବ୍ୟଶଙ୍କର ମିଶ୍ର, ପଦ୍ମିନୀ ଦିଆନ, ସ୍ନେହାଗିନୀ ଛୁରିଆ, ରାଜେନ୍ଦ୍ର ଢୋଲକିଆ, ରୋହିତ ପୂଜାରୀ, କଳିକେଶ ନାରାୟଣ ସିଂହଦେଓ, ପୁଷ୍ପେନ୍ଦ୍ର ସିଂହଦେଓ, ରାସେଶ୍ୱରୀ ପାଣିଗ୍ରାହୀ, ଦେବେଶ ଆଚାର୍ଯ୍ୟ, ଶ୍ରୀମୟୀ ମିଶ୍ର, ସୁବାସ ଚୌହ୍ୱାନ, ନଳିନୀ ପ୍ରଧାନ, ପ୍ରଭାତ ଆଦିତ୍ୟ ମିଶ୍ର, ପ୍ରଭାସ ସିଂହ, ବିକ୍ରମ ସିଂହଦେଓ, ଅରିନ୍ଦମ ରାୟ, କୁନା ତ୍ରିପାଠୀ, ଗୌରହରି ମିଶ୍ର ।