ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ

ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ
ନୟାଗଡ: ବିଦ୍ୟୁତ ସଂସ୍ପର୍ଶରେ ଆସି ଜ୍ୱାଇଁ ଓ ଦାଦାଶ୍ୱଶୁରଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭବନୀୟ ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ଥାନା ଡୁମାଣ୍ଡି ପଚାଂୟତ ବାଲି ସାହିରେ । ଶ୍ୱଶୁର ଘର ବୁଲିବାକୁ ଆସିଥିବା ଜ୍ୱାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଜ୍ୱାଇଁଙ୍କୁ ଉଦ୍ଧାର କରିବାକୁ ଯାଇ ଦାଦାଶ୍ୱଶୁରଙ୍କର ମଧ୍ୟ ମୃତ୍ୟୁ ହୋଇଛି ।