୫ ଆଇଏଏସଙ୍କୁ ୫ ଜିଲ୍ଲା ଦାୟିତ୍ୱ

୫ ଆଇଏଏସଙ୍କୁ ୫ ଜିଲ୍ଲା ଦାୟିତ୍ୱ

୫ ଆଇଏଏସଙ୍କୁ ୫ ଜିଲ୍ଲା ଦାୟିତ୍ୱ
ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ଫୋନି ର ମୁକାବିଲା କରିବା ପାଇଁ ୫ ଜଣ ଆଇଏଏସ୍ ଅଫିସରଙ୍କୁ ୫ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ୫ ଜିଲ୍ଳାର ରିଲିଫ ଓ ଥଇଥାନ କାର୍ଯ୍ୟରେ ଏହି ୫ ଆଇଏଏସ୍ ଅଧିକାରୀ ଦାୟିତ୍ୱରେ ରହିବେ । ପୁରୀ-ସୁରେଶ ମହାପାତ୍ର, ଜଗତସିଂହପୁର-ପ୍ରଦୀପ୍ତ ମହାପାତ୍ର , କେନ୍ଦ୍ରାପଡା- ପ୍ରଦୀପ ଜେନା, ଯାଜପୁର-ଅନୀଲ ସାମଲ ଓ ବାଲେଶ୍ୱର ଜିଲ୍ଲା ପାଇଁ ବଲୱନ୍ତ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ୫ ଅଫିରଙ୍କୁ ସଂପୃକ୍ତ ଜିଲ୍ଲାରେ ପହଂଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।