ବ୍ରିଜରୁ ଡେଇଁ ନବମ ଶ୍ରେଣୀ ଛାତ୍ର ମୃତ

ବ୍ରିଜରୁ ଡେଇଁ ନବମ ଶ୍ରେଣୀ ଛାତ୍ର ମୃତ

ବ୍ରିଜରୁ ଡେଇଁ ନବମ ଶ୍ରେଣୀ ଛାତ୍ର ମୃତ
ରାଉରକେଲା:ଝିରିପାଣି ବ୍ରିଜରୁ ଡେଇଁ ନବମ ଶ୍ରେଣୀ ଛାତ୍ରର ମୃତୁ୍ୟ ଘଟିଛି । ଛାତ୍ର ଜଣକ ରାଉରକେଲାର ଏକ ଘରୋଇ ଇଂଜାଜୀ ମେଡିୟମ ସ୍କୁଲରେ ପାଠ ପଢୁଥିଲେ । କାହିଁକି ନଦୀରୁ ଡେଇଁଲେ । ମୃତୁ୍ୟର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।