ଏସଭିଏମ କଲେଜ ମାମଲାର ତଦନ୍ତ ନିଦେ୍ର୍ଧଶ

ଏସଭିଏମ କଲେଜ ମାମଲାର ତଦନ୍ତ ନିଦେ୍ର୍ଧଶ

ଏସଭିଏମ କଲେଜ ମାମଲାର ତଦନ୍ତ ନିଦେ୍ର୍ଧଶ
ଜଗତସିଂହପୁର: ଜଗତସିଂହପୁର ସ୍ଥିତ ଏସଭିଏମ କଲେଜରେ ସିଟ ଅନିୟମିତା ଘଟଣାକୁ ନେଇ ତଦନ୍ତ ନିଦେ୍ର୍ଧଶ ଦିଆଯାଇଛି । ଆବଶ୍ୟକତା ଠାରୁ ଅଧିକ ସିଟ ମଞ୍ଜୁର ନେଇ ଯୁଗ୍ମ ତଦନ୍ତ ନିଦେ୍ର୍ଧଶ ଦିଆଯାଇଛି । ତଦନ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ଏକ ୩ ଜଣିଆ କମିଟି ଗଠନ କରିଛି । ଉକ୍ତ କମିଟିରେ ଉକ୍ରଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ, ଉଚ୍ଚଶିକ୍ଷା ନିଦେ୍ର୍ଧଶକ ଓ ଉଚ୍ଚଶିକ୍ଷା ବିଭାଗ ପିଟିସି ଅଫିସର ଇନଚାର୍ଜ ସାମିଲ ଅଛନ୍ତି । ଆସନ୍ତାକାଲି ଅର୍ଥାତ ୧୬ ତାରିଖ ଏହାର ତଦନ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି ।