ମଣିଷ ଗଛ

ମଣିଷ ଗଛ

ମଣିଷ ଗଛ
ଆପଣମାନେ ଅନେକ ଗଛ ଦେଖିଥିବେ । ତେବେ ବୁଲଗେରିଆର ବାଲକନରେ ଏକ ପାହାଡ଼ରେ ଅଛି ଏକ ୬୫ଫୁଟ ଉଚ୍ଚର ଅଜବ ଗଛ ଅଛି । ଏହି ଗଛଟି ପୁରା ପୁରି ମଣିଷ ଭଳି ଦେଖିବାକୁ । ଏହାର ହାତ, ଗୋଡ଼ ଓ ମୁଣ୍ଡ ଅଛି । ଯଦି କେହି ରାତିରେ ଏହି ଗଛକୁ ଦେଖିବା ତେବେ ସେ ଡରିବା ନିଶ୍ଚିତ । ତେବେ ଗଛଟିର ଏଭଳି ଆକୃତି ପ୍ରାକୃତିକଭାବେ ହୋଇଛି ନା କୃତ୍ରିମଭାବେ କରାଯାଇଛି ତାହା ଜଣାପଡ଼ିନି ।