ନଡିଆ କେକ

ନଡିଆ କେକ

ନଡିଆ କେକ
ସାମଗ୍ରୀ: - ଦେଢ କପ ମଇଦା - ୨ଟା ଅଣ୍ଡା - ଅଧ କପ ତେଲ - ଅଧକପ କୋରା ନଡିଆ - ୨ ଚା ଚାମଚ ବେକିଂ ପାଉଡର - ୩ କପ ଚିନି - ୨ ଟେବୁଲ ଚାମଚ ଦୁଧ - ୧ଚା ଚାମଚ ଗୁଜୁରାତି ଗୁଣ୍ଡ - ଦରକାର ମୁତାବକ ଲୁଣ ପ୍ରଣାଳୀ: ଉବଦା ବେକିଂ ପାଉଡର, ଲୁଣ ଓ ଗୁଜୁରାତି ଗୁଣ୍ଡ ୨/୩ ଥର ଚଲାଇ ରଖ । ଅଣ୍ଡାକୁ ଭଲଭାବରେ ଫେଟିଂ ନିଅ । ଚିନି , ଦୁଧ ଓ ତେଲକୁ ଭଲଭାବରେ ଫେଟିଂ । ସେଥିରେ ଅଣ୍ଡା ଫେଟାଂକୁ ମିଶାଇନିଅ । ମଇଦାରେ ନଡିଆ କୋରା ମିଶାଇ ଆସ୍ତେ ଆସ୍ତେ ଚିନି ମିଶ୍ରଣରେ ଦେଇ ଗୋଳାଇ ନିଅ । ବେକିଂ ଡିସରେ ଅଧା ଡିସ ପର୍ଯ୍ୟନ୍ତ ବେକ କର ।