ମହିଳା ହକି ଦଳରେ ୩ ଓଡିଆ

ମହିଳା ହକି ଦଳରେ ୩ ଓଡିଆ

ମହିଳା ହକି ଦଳରେ ୩ ଓଡିଆ
ଭୁବନେଶ୍ୱର : ଏଫଆଇଏଚ ମହିଳା ହକି ସିରିଜ୍ ଫାଇନାଲ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଆଜି ଘୋଷିତ ୧୮ ଜଣିଆ ଦଳରେ ଓଡିଶାରୁ ୩ ଜଣ ମହିଳା ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରେ ହେଲେ ଦୀପଗ୍ରେସ ଏକ୍କା, ସୁନିତା ଲାକ୍ରା , ଓ ଲିଳିମା ମିଞ୍ଜଙ୍କୁ ସ୍ଥାନ ମିଳିଛି । ଭାରତୀୟ ଦଳର ରାଣୀ ରାମପଲଙ୍କୁ ଅଧିନାୟକା ଭାବେ ନିଯୁକ୍ତ କରାଯାଇଛି । ଜୁନ୍ ୧୫ରୁ ଜାପାନ ହିରୋସୀମା ଠାରେ ସିରିଜ ଖେଳା ଯିବ ।