ମାଓ ଭୟରେ ଗାଁ ଛାଡିଲେ

ମାଓ ଭୟରେ ଗାଁ ଛାଡିଲେ

ମାଓ ଭୟରେ ଗାଁ ଛାଡିଲେ
ମାଲକାନଗିରି: ମାଲକାନଗିରି ଡାବୁଗୁଡାରେ ମାଓ ଭୟରେ ୧୩ ଜଣ ଗାଁ ଛାଡିଲେ । ଗୋଟିଏ ପରିବାରର ୧୩ ଜଣ ଗାଁ ଛାଡି କୁଡୁମୁଲୁଗୁମ୍ମାରେ ଆଶ୍ରୟ ନେଇଛନ୍ତି । ପୋଲିସ ଇନଫର୍ମର ସନେ୍ଦହରେ ମାଓବାଦୀ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି । ଡାବୁଗୁଡାରେ ଏନକାଉଂଟରରେ କ୍ୟାଡର ମାଓବାଦୀ ମୃତୁ୍ୟ ହୋଇଥିଲା ।