ମାଲକାନିଗିରିରେ ଭୂମିକମ୍ପ ଝଟକା

ମାଲକାନିଗିରିରେ ଭୂମିକମ୍ପ ଝଟକା

ମାଲକାନିଗିରିରେ ଭୂମିକମ୍ପ ଝଟକା
ମାଲକାନିଗିରି ନାୟକଗୁଡାରୁ କୋରକଣ୍ଡା ଅଂଚଳରେ ମୃଦୁ୍ୟ ଭୂମିକମ୍ପ ଝଟକା ଲାଗିଛି । ଭୂମିକମ୍ପର କେନ୍ଦ୍ର ଦକ୍ଷିଣ-ପଶ୍ଚିମ ଜଗଦଲପୁର ଅଂଚଳରେ ହୋଇଛି ବୋଲି ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂମିକମ୍ପର ମାତ୍ରା ୪.୨ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।