ରଥକୁ ଆଜ୍ଞାମାଳ ବିଜେ

ରଥକୁ ଆଜ୍ଞାମାଳ ବିଜେ

ରଥକୁ ଆଜ୍ଞାମାଳ ବିଜେ
ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସି ରଥଖଳାରେ ପହଂଚିଲା । ପାଳିଆ ପୂଜାପଣ୍ଡାମନେ ଦାରୁ ବିଗ୍ରହଙ୍କ ଆଜ୍ଞାମାଳ ଆଣିଛନ୍ତି । ୩ ରଥରେ ଆଜ୍ଞାମାଳ ବିଜେ କରାଯାଇଛି । ଆଜ୍ଞାମାଳ ଲଗାଯିବା ପରେ ରଥରେ ଦଉଡି ସଂଯୁକ୍ତ ହୋଇ ରଥଖଳାରୁ ତିନିରଥକୁ ଟଣାଯାଇ ସିଂହଦ୍ୱାର ସମ୍ମୁଖକୁ ପହଂଚାଯିବ ।