ରମାଦେବୀ ପରିସରରୁ ଉଠିବ +୨

ରମାଦେବୀ ପରିସରରୁ ଉଠିବ +୨

ରମାଦେବୀ ପରିସରରୁ ଉଠିବ +୨
ଭୁବନେଶ୍ୱର:ରମାଦେବୀ ବିଶ୍ୱବିଦ୍ୟାଳୟ ପରିସରରୁ ଜୁନିଅର କଲେଜ ଉଠିବ । ରମାଦେବୀ କଲେଜରେ +୨ ପାଠ ପଢା ହେବ ନାହିଁ । ୟୁନିଟ ୯ ବାଳିକା ବିଦ୍ୟାଳୟ ପରିସରରେ +୨ କଲେଜ ପ୍ରତିଷ୍ଠା ହେବ । ବାଳିକା ବିଦ୍ୟାଳୟ ପରିସରରେ ୩ ଏକର ଜମି ଚିହ୍ନଟ ହୋଇଛି । ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ପଦ୍ମଜା ମିଶ୍ର ସୂଚନା ଦେଇଛନ୍ତି ।