ରାଜ୍ୟରେ କରୋନାରୁ ୧୦୮ ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ କରୋନାରୁ ୧୦୮ ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ କରୋନାରୁ ୧୦୮ ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୧୩୯ରେ ପହଁଚିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ସୁନ୍ଦରଗଡ଼ରେ ୨୧, ଖୋର୍ଦ୍ଧାରେ ୧୨, ବରଗଡ଼ରେ ୧୧, ସମ୍ବଲପୁରରେ ୧୦, ପୁରୀରେ ୮, ବାଲେଶ୍ୱରରେ ୭, କଟକରେ ୭, ଯାଜପୁରରେ ୫, ଅନୁଗୁଳରେ ୪, ରାୟଗଡ଼ାରେ ୪, ଦେବଗଡ଼ରେ ୩, ଝାରସୁଗୁଡ଼ାରେ ୩, ଗଜପତିରେ ୨, ମୟୂରଭଞ୍ଜରେ ୨, ନୂଆପଡ଼ାରେ ୨, ଗଞ୍ଜାମରେ ୧, ଜଗତସିଂହପୁରରେ ୧, କୋରାପୁଟରେ ୧, ନୟାଗଡ଼ରେ ୧, ସୋନପୁରରେ ୧ ଓ ରାଜ୍ୟ ପୁଲରେ ୨ ଜଣ ସୁସ୍ଥ ହୋଇଛନ୍ତି ।